ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ : ଫାର୍ମ ପରିଦର୍ଶନ କଲେ ୪ ଜଣିଆ ଟିମ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ଏକାମ୍ରକାନନ ଫାର୍ମର ମୋଟ ୨୫.୯୬୭ଏକର ଜମିରୁ ୨୦.୧୯୨ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ମାମଲାରେ ଆଜି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍‌ ନିର୍ଦ୍ଦେଶ କ୍ରମେ ଗଠିତ ୪ଜଣିଆ ଟିମ୍ ଆଜି ଫାର୍ମ ବୁଲି ଦେଖିଛନ୍ତି। ପ୍ରାୟ ୪ରୁ ୫ଘଣ୍ଟାର ଆଲୋଚନା ସହ ଏକାମ୍ରକାନନ ଫାର୍ମର କ୍ଷେତ୍ର ପରିଦର୍ଶନ ହୋଇଥିଲେ ହେଁ ଜମି ହସ୍ତାନ୍ତର ହେବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଏହି … Continue reading ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ : ଫାର୍ମ ପରିଦର୍ଶନ କଲେ ୪ ଜଣିଆ ଟିମ୍